May 4, 2024

ଭୁବନେଶ୍ୱର: ଓଡ଼ିଶାରେ ପ୍ରଚାର ତେଜିଲାଣି । ରାଜନୈତିକ ଦଳଗୁଡ଼ିକ ପ୍ରଥମ ଦଫା ଭୋଟ ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି । ବିଜେପି ପାଇଁ ଭୋଟ ଭିକ୍ଷା କରିବାକୁ ଆସନ୍ତା ୨୫ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ଚାଣକ୍ୟ ତଥା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଶାହ ସୋନପୁରରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ବିଜେପି ପାଇଁ ଭୋଟ ପ୍ରଚାରର ଭିତ୍ତି ପକାଇବେ । ଶାହଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ଏବେ ପୂରା ଉତ୍ସାହରେ  ଭୁବନେଶ୍ବରରେ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ। ନିର୍ବାଚନୀ ରଣନୀତି ନେଇ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ।

Leave a Reply

Your email address will not be published. Required fields are marked *