May 4, 2024

ଭୁବନେଶ୍ୱର : ବିଜୁ ଜନତା ଦଳ ବିଧାନସଭା ନିର୍ବାଚନ ପାଇଁ ଏହାର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ସୁପ୍ରିମୋ ନବୀନ ପଟ୍ଟନାୟକ ସପ୍ତମ ପର୍ଯ୍ୟାୟ ୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ୬ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣ ନୂଆ ଥିବା ବେଳେ ଦୁଇ ଜଣଙ୍କ ଉପରେ ଦଳ ପୁଣିଥରେ ବିଶ୍ୱାସ ବ୍ୟକ୍ତ କରିଛି ।

 ହିନ୍ଦୋଳ: ମହେଶ ସାହୁ
ରଘୁନାଥପଲ୍ଲୀ: ଅର୍ଚ୍ଚନାରେଖା ବେହେରା
ବାଲିକୁଦା ଏରସମା: ସାରଦା ପ୍ରସନ୍ନ ଜେନା
ବାଙ୍ଗିରୀପୋଷି: ରଞ୍ଜିତା ମାରାଣ୍ଡି
 ବରୀ: ବିଶ୍ବରଞ୍ଜନ ମଲ୍ଲିକ
କାକଟପୁର: ତୁଷାରକାନ୍ତି ବେହେରା

Leave a Reply

Your email address will not be published. Required fields are marked *