May 15, 2024
  1. ଭୁବନେଶ୍ୱର: ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡିରୁ ଇସ୍ତଫା ଦେଇଛନ୍ତି । ନିଜ ଇସ୍ତଫାପତ୍ର ସେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି । ସେ ଦୀର୍ଘ ବର୍ଷ ହେବ ଦଳରେ ରହି ସେବା କରି ଆସୁଥିଲେ । ଦଳ ତାଙ୍କୁ ଅଣଦେଖା କରି ଆସୁଥିବାରୁ ସେ ଦଳରୁ ଇସ୍ତଫା ଦେଉଥିବା ଦର୍ଶାଇଛନ୍ତି । ପ୍ରିୟଦର୍ଶୀ ଆଜି ବିଜେପିରୃ ସାମିଲ ହେବେ । ବିଜେପି ତାଙ୍କୁ ଟିକଟ ଦେଇପାରେ । ଭୁବନେଶ୍ବର ରାଜନୀତି ରୋଚକ ଧରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।