May 19, 2024

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ,ଭୋଗରାଇର ପୂର୍ବତନ ବିଧାୟିକା, ଡାକ୍ତର କମଲା ଦାସଙ୍କର କଟକ ଏସ ସି ବି ରେ ପରଲୋକ ହୋଇଯାଇଛି । ସେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।