May 19, 2024

ଭୁବନେଶ୍ୱର:  ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା । ବିଜେଡି ସଭାପତି ନବୀନ ପଟ୍ଟନାୟକ କଲେ ଘୋଷଣା । ବାଲେଶ୍ବର ଲୋକସଭା ଆସନରୁ ଳଢ଼ିବେ ଲେଖାଶ୍ରୀ ସାମନ୍ତସିଂହାର । ଲକ୍ଷ୍ମୀପୁର ବିଧାନସଭା ଆସନ ପାଇଁ ପ୍ରଭୁ ଜାନୀଙ୍କ ନାଁ ଘୋଷଣା । ପାରାଦୀପ  ଗୀତାଞ୍ଜଳି ରାଉତରାୟ,  ସମ୍ବଲପୁର-ପ୍ରସନ୍ନ ଆଚାର୍ଯ୍ୟ, ତେଲକୋଇ-ମାଧବ ସର୍ଦ୍ଦାର,  ରେଢ଼ାଖୋଲ-ରୋହିତ ପୂଜାରୀ,  ତାଳଚେର-ବ୍ରଜକିଶୋର ପ୍ରଧାନ, ଭୁବନେଶ୍ବର ମଧ୍ୟ-ଅନନ୍ତ ଜେନା, ନର୍ଲା -ମନୋରମା ମହାନ୍ତି, ବାଲିଗୁଡ଼ା ବିଧାନସଭା ଆସନ ପାଇଁ ଚକ୍ରମଣି କହଁରଙ୍କ ନାଁ ଘୋଷଣା । ବିଜେଡି ଲୋକସଭାର ସମସ୍ତ ୨୧ ଆସନ ପାଇଁ ପ୍ରାର୍ଥୀ ଦେଇଥିଲା ବେଳେ ବିଧାନସଭା ପାଇଁ ୩୦ ସିଟ୍‌ ବାକି ଅଛି ।