May 15, 2024

ଭୁବନେଶ୍ୱର: ଓଡ଼ିଶାର ବଳକା ୩ ଲୋକସଭା ଆସନ ପାଇଁ ସାଂସଦ ପ୍ରାର୍ଥୀ ଘୋଷଣା କଲା ବିଜେପି । ତାଲିକା ଅନୁଯାୟୀ କଟକ-ଭର୍ତ୍ତୃହରି ମହତାବ, କନ୍ଧମାଳ-ସୁକାନ୍ତ ପାଣିଗ୍ରାହୀ, ଯାଜପୁର-ଡ.ରବୀନ୍ଦ୍ର ନାରାୟଣ ବେହେରା ପଦ୍ମ ଟିକଟରେ ଭୋଟ ଲଢ଼ିବେ । ପୂର୍ବରୁ ଦଳ ୧୮ ଲୋକସଭା ସିଟ୍‌ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଥିଲା ।

ନିର୍ବାଚନମଣ୍ଡଳୀ        ପ୍ରାର୍ଥୀଙ୍କ ନାମ
ସମ୍ୱଲପୁର           ଧର୍ମେନ୍ଦ୍ର ପ୍ରଧାନ
ବ୍ରହ୍ମପୁର             ପ୍ରଦୀପ ପାଣିଗ୍ରାହୀ
ଭୁବନେଶ୍ୱର        ଅପରାଜିତା ଷଡ଼ଙ୍ଗୀ
ବରଗଡ଼            ପ୍ରଦୀପ ପୁରୋହିତ
କେନ୍ଦ୍ରାପଡା        ବୈଜୟନ୍ତ ପଣ୍ଡା
ଆସ୍କା               ଅନିତା ଶୁଭଦର୍ଶିନୀ
କଳାହାଣ୍ଡି           ମାଳବିକା କେଶରୀ ଦେବ
ପୁରୀ                ସମ୍ୱିତ ପାତ୍ର
ବଲାଙ୍ଗିର          ସଂଗୀତା ସିଂହଦେଓ
ନବରଙ୍ଗପୁର      ବଳଭଦ୍ର ମାଝି
ଭଦ୍ରକ               ଅଭିମନ୍ୟୁ ସେଠୀ
ଢେଙ୍କାନାଳ         ରୁଦ୍ର ନାରାୟଣ ପାଣି
ମୟୂରଭଞ୍ଜ         ନବ ଚରଣ ମାଝୀ
ବାଲେଶ୍ୱର          ପ୍ରତାପ ଷଡ଼ଙ୍ଗୀ
ସୁନ୍ଦରଗଡ଼           ଜୁଏଲ ଓରାମ
କେନ୍ଦୁଝର            ଅନନ୍ତ ନାଏକ
ଜଗତସିଂହପୁର     ବିଭୁପ୍ରସାଦ ତରାଇ
କୋରାପୁଟ          କାଲେରାମ ମାଝୀ
କଟକ               ଭର୍ତ୍ତୃହରି ମହତାବ
କନ୍ଧମାଳ          ସୁକାନ୍ତ ପାଣିଗ୍ରାହୀ
ଯାଜପୁର        ଡ.ରବୀନ୍ଦ୍ର ନାରାୟଣ ବେହେରା