May 19, 2024

ଭୁବନେଶ୍ୱର: ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଅନ୍ଧ୍ୟାରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଓ ତୃତୀୟ ଦଫା ଲୋକସଭା ପ୍ରାର୍ଥୀ ତାଲିକା ଜାରି କରିଛନ୍ତି । ଏଥିରେ ୨୭ ବିଧାନସଭା ସହ ୫ ଲୋକସଭା ପାଇଁ ପ୍ରାର୍ଥୀ ନାମ ଘୋଷଣା ହୋଇଛି । ଏହାକୁ ମିଶାଇ ମୋଟ ୯୯ ବିଧାନସଭା ଓ ୨୦ ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ତାଲିକା ଜାରି କରିଛି । ଦଳ ପକ୍ଷରୁ ଆଉ ୪୮ ବିଧାନସଭା ସହ ଗୋଟିଏ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ହେବ ।
ଆଜି ଘୋଷଣା ହୋଇଥିବା ବିଧାନସଭାପ୍ରାର୍ଥୀମାନେ ହେଲେ

ବ୍ରଜରାଜନଗର-ଅଳକା ମହାନ୍ତି , ଝାରସୁଗୁଡ଼ା-ଦୀପାଳି ଦାସ , ତଳସରା- ବିନୟ ଟପ୍ପୋ

ସୁନ୍ଦରଗଡ଼- ଯୋଗେଶ ସିଂହ, ରାଜଗାଙ୍ଗପୁର-ଅନୀଲ ବାର୍ଲା ,ବଣାଇ- ଭୀମସେନ ଚୌଧୁରୀ

ଯଶୀପୁର- ଚକ୍ରଧର ହେମ୍ବ୍ରମ୍‌, ଉଦଳା- ଶ୍ରନାଥ ସୋରେନ୍‌, ବାରିପଦା- ସାନନ୍ଦ ମାରାଣ୍ଡି

ବଡ଼ସାହି- ଅନସୂୟା ପାତ୍ର ,ମୋରଡ଼ା-ପ୍ରୀତିନନ୍ଦା କାନୁନଗୋ, ସୋର- ମାଧବ ଧଡା

ଆଠ ମଲିକ- ନଳିନୀ ପ୍ରଧାନ, ବୀରମହାରାଜପୁର- ପଦ୍ମନାଭ ବେହେରା, ଖଡ଼ିଆଳ- ଅଧିରାଜ ପାଣିଗ୍ରାହୀ

ଫୁଲବାଣୀ- ଜୟଶ୍ରୀ କହଁର, ମାହାଙ୍ଗା-ଅଙ୍କିତ ପ୍ରତାପ ଜେନା ,ତିର୍ତ୍ତୋଲ- ରମାକାନ୍ତ ଭୋଇ

ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି , ଭୁବନେଶ୍ୱର ଉତ୍ତର- ସୁଶାନ୍ତ ରାଉତ , ଏକାମ୍ର- ଅଶୋକ ପଣ୍ଡା

ଖଲ୍ଲିକୋଟ- ସୂର୍ଯ୍ୟମଣି ବୈଦ୍ୟ ,ଆସିକା- ମଞ୍ଜୁଳା ସ୍ୱାଇଁ, ବ୍ରହ୍ମପୁର- ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ

ପାରଳାଖେମୁଣ୍ଡି- ରୂପେଶ ପାଣିଗ୍ରାହୀ, ମୋହନା-ଅନ୍ତର୍ଯ୍ୟାମୀ ଗମାଙ୍ଗୋ, ପଟାଙ୍ଗୀ- ପ୍ରଫୁଲ୍ଲ ପାଙ୍ଗୀ

ଲୋକସଭା ପ୍ରାର୍ଥୀ ତାଲିକା 

ବଲାଙ୍ଗିର- ସୁରେନ୍ଦ୍ର ସିଂ ଭୋଇ , ଭଦ୍ରକ- ମଞ୍ଜୁଲତା ମଣ୍ଡଳ, ବରଗଡ଼- ପରିଣୀତା ମିଶ୍ର, ବ୍ରହ୍ମପୁର- ଭୃଗୁ ବକ୍ସିପାତ୍ର

କେନ୍ଦୁଝର- ଧନୁର୍ଜୟ ସିଦୁ